Dear Sulu Hugs and Congratulations You must be on cloud nine at this moment. Four movies capturing the dreams, passion, struggles and frustrations of Indian middle class won big in this Filmfare night of 2017. Though these award functions essentially mean nothing than a mockery of cinematic aesthetics but Sulu this time it was amazing […]
Month: January 2018
କହିଲେ କହିବ କହୁଛି

ଗତ ନଭେମ୍ବର ୨୭ ତାରିଖରେ ପଞ୍ଜାବର ଚଣ୍ଡୀଗଡ଼ରେ ୨୧ ବର୍ଷୀୟ ଏକ ଯୁବତୀଙ୍କ ସାଙ୍ଗରେ ଗଣବଳାତ୍କାର ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଜ ଷ୍ଟେନୋଗ୍ରାଫି କ୍ଲାସସାରି ରାତି ୭.୪୫ରେ ନିଜ ହଷ୍ଟେଲକୁ ଫେରିଲା ବେଳକୁ ଏକ ଅଟୋରେ ବସିବା ପରେ ସେଇ ଅଟୋରେ ଆଗରୁ ବସିଥିବା ଦୁଇଟି ବ୍ୟକ୍ତି ଓ ଅଟୋ ଡ୍ରାଇଭର ଦ୍ୱାରା ଏକ ନିଛାଟିଆ ସ୍ଥାନରେ ଝିଅଟି ବଳତ୍କାରର ଶିକାର ହେଇଥିଲା । ଆଉ ତାପରେ ଡିସେମ୍ବର ୩ ତାରିଖରେ ୟାକୁ ନେଇ […]