ଅନଲାଇନ ରାକ୍ଷୀ ଅର୍ଡର ହେଇଗଲା | ଅନଲାଇନ ମିଠା ଚାଲିଗଲା | ରାକ୍ଷୀଦିନ ଭାଇକୁ ଫୋନ ହେଇଗଲା | ଅନଲାଇନ ରାକ୍ଷୀ ଗିଫ୍ଟ ବି ଆସିଗଲା | ଫେସବୁକରେ ଭାଇକୁ ମିସ କରିବାର ଦୁଃଖୀ ମେସେଜଟିଏ ପୋଷ୍ଟ ହେଇଗଲା ଆଉ ତା ସାଙ୍ଗରେ ସାନବେଳର ରାକ୍ଷୀ ଫଟୋଟିଏ | ଜାଣିହଉନି ଏବେ ବେଶୀ ଭଲପାଇବା ଅଛି ନା ସେବେ ବେଶୀ ଭଲପାଇବା ଥିଲା!! ଏବେ ଏତେ ସବୁ କରିକି ବି ହ୍ବାଟସଏପ ଭାଇଭଉଣୀ ଗ୍ରୁପରେ ଖାଲି ଗୁଡ଼ […]
Month: August 2017
Happy Friendship Day

ସ୍କୁଲରେ ଶେଷବେଞ୍ଚରେ ତୁମସାଙ୍ଗରେ ବସି ଦୁଷ୍ଟାମୀ କରୁଥିବା ସାଙ୍ଗ, ଟିଉସନ ଯିବାପାଇଁ ତମକୁ ସବୁଦିନ ଡାକିବାକୁ ଆସୁଥିବା ସାଙ୍ଗ, ଲୁଚେଇକି ସବୁଦିନ ତୁମପାଇଁ ଆଚାର ନହେଲେ ବରକୋଳି ଆଉ ଲୁଣଲଙ୍କା ଆଣୁଥିବା ସାଙ୍ଗ, ତୁମ ଟିଫିନ ବାକ୍ସକୁ ସବୁଦିନ ଜଗିକି ରହୁଥିବା ସାଙ୍ଗ, ତୁମକୁ ଜୀବନର ପ୍ରଥମ ସିଗାରେଟ ଟାଣିବା ଶିଖେଇଥିବା ସାଙ୍ଗ, ଲୁଚିକି ତୁମ ସାଙ୍ଗରେ ସବୁ ସିନେମା ଦେଖିବାକୁ ଯାଉଥିବା ସାଙ୍ଗ, କ୍ଲାସରେ କିଏ କାହାକୁ ଭଲ ପାଇଲା ସେ ସବୁ ଖବର ତୁମକୁ […]