ରସଗୋଲା

ଛ ମାସ ପରେ ଓଡିଶା ଆସିଥିବାରୁ ଆଜି ରସଗୋଲା ଖାଇବାକୁ ମିଳିଲା | ମୁଁ ପଚାରିଲି, “କହିଲୁ ଦେଖି ତୁ ଓଡ଼ିଶାର ରସଗୋଲା ନା ପଶ୍ଚିମବଙ୍ଗର ରସଗୋଲା??” ରସଗୋଲା କହିଲା, “ମୁଁ ହେଲି ଖାଲି ରସଗୋଲା | ନା ଓଡ଼ିଶାର ନା ପଶ୍ଚିମବଙ୍ଗର | ମତେ ଯିଏ ଖାଏ ମୁଁ ତା’ର | ଖାଇବାର ଅଛି ଯଦି ଖା ନହେଲେ ଗେଟ ଲଷ୍ଟ |”

(ବିଦ୍ର: ଫଟଟି ମୋ ରସଗୋଲାର ନୁହେଁ | ମୁଁ ମୋ ରସଗୋଲାଠୁ ଗାଳି ଖାଇ ତାକୁ ସାଙ୍ଗେ ସାଙ୍ଗେ ଚଳୁ କରିଦେଲି | )

Leave a Reply